କ୍ରୀଡ଼ା

ଆଇପିଏଲ-୨୦୨୪ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବାଛିଲା ସନରାଇଜର୍ସ ହାଇଦ୍ରାବାଦ

ବଡ଼ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲ-୨୦୨୪ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବାଛିଲା ସନରାଇଜର୍ସ ହାଇଦ୍ରାବାଦ।

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର ପ୍ୟାଟ୍ କମିନ୍ସ ଆଇପିଏଲ୍-୨୦୨୪ ପାଇଁ ଦଳର ଅଧିନାୟକ ହେବେ ବୋଲି ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ । ନିଲାମୀରେ ୨୦.୫୦କୋଟି ଟଙ୍କାରେ କିଣାଯାଇଥିବା କମିନ୍ସ ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତୀୟ ଖେଳାଳି ଏଡେନ ମାର୍କ୍ରରାମଙ୍କ ସ୍ଥାନ ନେବେ।

Related Articles

Back to top button
WP Twitter Auto Publish Powered By : XYZScripts.com