ଓଡ଼ିଶାରାଜନୀତି

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବଦଳିଲା ବିଜେଡି ନେତ୍ରୀଙ୍କ ସ୍ୱର

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବଦଳିଲା ବିଜେଡି ନେତ୍ରୀଙ୍କ ସ୍ୱର । ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା କର୍ମୀଙ୍କୁ ସମ୍ବୋଧନ କରି ସ୍ୱର ବଦଳାଇଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ।

ଏଣିକି ଆଉ କେନ୍ଦ୍ରୀୟ ଅବହେଳା କଥା ନଉଠାଇବାକୁ କହିଛନ୍ତି କସ୍ତୁରୀ ମହାପାତ୍ର । ଅବହେଳା ପରିବର୍ତେ କେନ୍ଦ୍ର ନିକଟରେ ଓଡ଼ିଶା ତାର ଦାବି ଉଠାଉଥିବା କହିଛନ୍ତି କସ୍ତୁରୀ । ଏପରିକି ଅବହେଳା ଶବ୍ଦ ଉଚ୍ଚାରଣ କଲେ କେନ୍ଦ୍ର, ଓଡ଼ିଶାକୁ ଅବହେଳା କରିପାରେ ବୋଲି ସେ ଆଶଙ୍କା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com