ଓଡ଼ିଶା
ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ
ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ । ବିଭିନ୍ନ ଦାବି ନେଇ କାଲି ଠାରୁ ଆନ୍ଦୋଳନ କରିଆସୁଥିବା ହଜାର ହଜାର କର୍ମଚାରୀ ଆଜି ବିଏମସି ଅଫିସ ଘେରାଉ କରିଥିଲେ ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି କମିଶନର ଓ ମେୟରଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।