ଜାତୀୟ
କ୍ରାସ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ବିମାନ
କ୍ରାସ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ବିମାନ । ପରୀକ୍ଷଣର ୨୩ ବର୍ଷ ପରେ ପ୍ରଥମ ଥର ପାଇଁ କ୍ରେସ ହେଲା ତେଜସ୍ । ରାଜସ୍ଥାନର ଜୟସେଲମେରରେ ବିମାନଟି କ୍ରାସ ହୋଇଥିବା ଜଣାପଡିଛି ।
ମେଘଓ୍ବାଲ ଛାତ୍ରାବାସ ଉପରେ ବିମାନଟି ଖସି ପଡିଥିଲା । ପରେ ଏଥିରେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା । ତେବେ କ୍ରାସ ପୂର୍ବରୁ ଏଥିରେ ଥିବା ପାଇଲଟି ସୁରକ୍ଷିତ ଅବତରଣ କରିଯାଇଥିଲେ ।