ମନୋରଞ୍ଜନ
ଯକୃତକୁ ସଫା କିଭଳି ରଖିବା ବିଷୟ ବସ୍ତକୁ ନେଇ ସାମନ୍ଥା ଜଣେ ୱେଲନେସ୍ କୋଚଙ୍କ ସହ ପୋଡକାଷ୍ଟ କରିଥିଲେ
ଏକ ପୋଡକାଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ। ଯକୃତକୁ ସଫା କିଭଳି ରଖିବା ବିଷୟ ବସ୍ତକୁ ନେଇ ସାମନ୍ଥା ଜଣେ ୱେଲନେସ୍ କୋଚଙ୍କ ସହ ପୋଡକାଷ୍ଟ କରିଥିଲେ।
ଏଥିରେ ଯକୃତ ଡିଟକ୍ସ କରିବା ପାଇଁ ଯେଉଁ ସବୁ ଉପାୟ ୱେଲନେସ୍ କୋଚ୍ କହିଥିଲେ, ତାହା ସଠିକ୍ ନୁହେଁ ବୋଲି ଅନ୍ୟ ଜଣେ ଡାକ୍ତର ଦାବି କରିଛନ୍ତି। ଏକ୍ସ ପୋଷ୍ଟ ଜରିଆରେ ସାମନ୍ଥା ନିଜ ୩କୋଟି ଫଲୋୟର୍ସଙ୍କୁ ଠକିଥିବା କହିଛନ୍ତି ଡାକ୍ତର।