ଅନ୍ତର୍ଜାତୀୟ

ରମଜାନ ମାସରେ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା

ରମଜାନ ମାସରେ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା। ଗତକାଲି ଗାଜାର ରାଫା ସୀମାନ୍ତ ସହାୟତା କେନ୍ଦ୍ର ଉପରେ ହମଲା କରିଥିଲା ଇସ୍ରାଏଲ।

ଏଥିରେ ୧୨ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ରାଫାରେ ଥିବା ଜାତିସଂଘର ସହାୟତା କେନ୍ଦ୍ର ଉପରେ ହୋଇଥିଲା ଆକ୍ରମଣ। ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି। ସେହିପରି ୱେଷ୍ଟବ୍ଯାଙ୍କ୍ ଅଞ୍ଚଳରେ ମଧ୍ୟ ଇସ୍ରାଏଲ ସେନା ଜୋରଦାର ସୈନ୍ୟ ଅଭିଯାନ ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com