ଜାତୀୟ

କୁକୁର ଆକ୍ରମଣର ଖବର ଗତ କିଛି ଦିନ ହେବ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି

କୁକୁର ଆକ୍ରମଣର ଖବର ଗତ କିଛି ଦିନ ହେବ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆକ୍ରମଣ ଯୋଗୁଁ ପ୍ରତିଦିନ କିଛି ଜୀବନ ଅକାଳରେ ଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରାୟ ୨୩ ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଆମେରିକୀୟ ବୁଲଡଗ୍, ରୋଟୱିଲର୍, ପିଟବୁଲ୍ ସହିତ ଅନ୍ୟ କୁକୁରମାନଙ୍କ ପାଇଁ ଲାଇସେନ୍ସ ଆଉ ଉପଲବ୍ଧ ହେବ ନାହିଁ । ଏମାନେ ଆଉ ଗୃହପାଳିତ ହୋଇ ରହିପାରିବେ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com