ଅନ୍ତର୍ଜାତୀୟ

ଆଫ୍ରିକୀୟ ଦେଶ ସୋମାଲିଆରେ ହୋଇଛି ଆତଙ୍କୀ ହାମଲା

ଆଫ୍ରିକୀୟ ଦେଶ ସୋମାଲିଆରେ ହୋଇଛି ଆତଙ୍କୀ ହାମଲା । ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀମାନେ ଘଟାଇଛନ୍ତି ଭୟଙ୍କର ବିସ୍ଫୋରଣ ।

ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ, ଏଥିରେ ହୋଟେଲର କାନ୍ଥ ଭାଙ୍ଗି ଯାଇଥିବା ବେଳେ ତାହା ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଆତଙ୍କବାଦୀମାନେ ହୋଟେଲ ଭିତରେ ପଶି ଆଖିବୁଜା ଗୁଳିଚାଳନା ବି କରିଛନ୍ତି।

Related Articles

Back to top button