ଜାତୀୟ

ଡାକ୍ତରଖାନାରେ ଭର୍ତ୍ତି ହେଲେ ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ

ଡାକ୍ତରଖାନାରେ ଭର୍ତ୍ତି ହେଲେ ବିହାରର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ। ଛାତିରେ ଯନ୍ତ୍ରଣା ହେବାରୁ ତେଜ ପ୍ରତାପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ତାଙ୍କୁ ପାଟଣାର ରାଜେନ୍ଦ୍ର ନଗରରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭର୍ତ୍ତି ହେବା ପରେ ଡାକ୍ତରୀ ଟିମ୍ ଏବେ ତେଜ ପ୍ରତାପଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com