ସ୍ୱାସ୍ଥ୍ୟ

ଫ୍ୟାଟି ଲିଭର ବା ଯକୃତ ଚର୍ବି ସମସ୍ୟାରେ ପୀଡିତ ରୋଗୀମାନଙ୍କ ପାଇଁ ଆସ୍ୱସ୍ଥିକର ଖବର।

ଫ୍ୟାଟି ଲିଭର ବା ଯକୃତ ଚର୍ବି ସମସ୍ୟାରେ ପୀଡିତ ରୋଗୀମାନଙ୍କ ପାଇଁ ଆସ୍ୱସ୍ଥିକର ଖବର। ଏଣିକି ଔଷଧ ମାଧ୍ୟମରେ ଭଲ ହୋଇପାରିବ ଫ୍ୟାଟି ଲିଭର ରୋଗ। ଏହି ରୋଗ ପ୍ରତିହତ ପାଇଁ ପ୍ରସ୍ତୁତ ପ୍ରଥମ ଔଷଧ ରେଜଡିଫ୍ରାକୁ ମିଳିଛି ଅନୁମୋଦନ।

ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏହି ଔଷଧର ବ୍ୟବହାରକୁ ମଞ୍ଜୁରୀ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com