ଜାତୀୟ

ବନ୍ଯଜନ୍ତୁଙ୍କ ଫଟୋ କିମ୍ବା ସେମାନଙ୍କ ସହ ସେଲଫି ଉଠାଇ ଲୋକମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି

ବନ୍ଯଜନ୍ତୁଙ୍କ ଫଟୋ କିମ୍ବା ସେମାନଙ୍କ ସହ ସେଲଫି ଉଠାଇ ଲୋକମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି। ବନ୍ଯଜନ୍ତୁଙ୍କ ଫଟୋ ଉଠାଇବା କିମ୍ବା ସେମାନଙ୍କ ସହ ସେଲଫି ନେବା ବନ୍ଯଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ।

ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ। ଏହି ଆଇନର ଉଲ୍ଲଂଘନ ନ କରିବା ଲାଗି ପରାମର୍ଶ ଦେଇଛନ୍ତି ପିସିସିଏଫ ।

Related Articles

Back to top button
WP Twitter Auto Publish Powered By : XYZScripts.com