ଓଡ଼ିଶା

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରେକର୍ଡ କରୁଛି SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରେକର୍ଡ କରୁଛି SCB ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । କ୍ଲବ ଫୁଟ ବା ବକ୍ରପାଦ ଚିକିତ୍ସା କ୍ଷେତ୍ରରେ ମିଳିଛି ଅଭୁତପୂର୍ବ ସଫଳତା ।

ରାଜ୍ଯ ସରକାରଙ୍କ ସହଯୋଗରୁ ବର୍ଷକ ରେ ୮୦ ପ୍ରତିଶତ ବକ୍ରପାଦ ଶିଶୁ ସୁସ୍ଥ ହୋଇ ସାଧାରଣ ଜୀବନ ବିତାଉଛନ୍ତି । ସଚତନତା ଅଭାବରୁ ଶିଶୁଙ୍କ ନିକଟରେ ଏହି ରୋଗ ଦେଖାଦେଉଥିବାରୁ ମାର୍ଚ୍ଚକୁ ସଚେତନତା ମାସ ଭାବେ ପାଳନ କରୁଛି ଅର୍ଥୋପେଡିକ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com