ଓଡ଼ିଶା

ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ

ଶ୍ରୀମନ୍ଦିରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ। ପ୍ରାକୃତିକ ବସ୍ତୁରେ ପ୍ରସ୍ତୁତ ସାମଗ୍ରୀ ଯଥା ଚାଙ୍ଗୁଡ଼ି, ବ୍ୟାଗ ମାଧ୍ୟମରେ ଫୁଲ ଓ ଭୋଗ ସାମଗ୍ରୀ ଶ୍ରୀମନ୍ଦିରକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ମହାପ୍ରସାଦ ଓ ଭୋଗକୁ ପତ୍ର କିମ୍ବା କୋଡୁଆରେ ଦେବା ପାଇଁ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com