ଓଡ଼ିଶା

ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ

ପ୍ରକୃତିର ନୈସର୍ଗିକ ଶୋଭାରାଜିର ଭୂଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ବିରଳ ପ୍ରଜାତିର ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବିଦେଶାଗତ ପକ୍ଷୀ ଓ ଇକେ୍‌‌ା

ଟୁରିଜିମ୍‌‌ର ଆକର୍ଷଣ ଟାଣି ଆଣୁଛି ବହିରାଗତ ପର୍ଯ୍ୟଟକଙ୍କୁ। ସୌନ୍ଦର୍ଯ୍ୟର ଅପରୂପ ଗନ୍ତାଘର ଏହି ଅଭୟାରଣ୍ୟର ଜୈବ ବିବିଧତା ବେଶ୍‌‌ ଆକର୍ଷଣୀୟ ଓ ମନମୁଗ୍ଧକର। ବର୍ଷତମାମ ପର୍ଯ୍ୟଟକଙ୍କ ଆଗମନରେ ଡେବ୍ରିଗଡ଼ ଅଭୟାରଣ୍ୟ ବେଶ୍‌‌ ଚଳଚଞ୍ଚଳ ହୋଇଉଠିଛି।

Related Articles

Back to top button
WP Twitter Auto Publish Powered By : XYZScripts.com