ଓଡ଼ିଶା

ବନ୍ଧା ହେଲେ ନକଲି ଇଡି ଅଫିସର

ବନ୍ଧା ହେଲେ ନକଲି ଇଡି ଅଫିସର । ଦୁଇ ଭାଇ ନକଲି ଇଡି ଅଫିସର ସାଜି ଲୋକଙ୍କ ଠାରୁ ଲୁଟ୍ କରୁଥିଲେ । ସେମାନଙ୍କ ନାଁରେ ଅଭିଯୋଗ ହେବା ପରେ ଦୁଇ ଭାଇଙ୍କୁ ଗିରଫ କରିଛି ଏସଟିଏଫ୍ ।ଗିରଫ ୨ ଭାଇ ହେଉଛନ୍ତି, ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର ।

ଢେଙ୍କାନାଳ ଜିଲ୍ଲାର ଏହି ଦୁଇ ଅଭିଯୁକ୍ତ ନିଜକୁ ଇଡିର ଆଡିସନାଲ୍ ଡାଇରେକ୍ଟର ପରିଚୟ ଦେଇ ତହସିଲଦାର, ଆରଟିଓ ଓ ବଡ ବଡ ସରକାରୀ ଅଫିସରକୁ ଟାର୍ଗେଟ କରିଥାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com