ରାଜନୀତି

କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସଦାନନ୍ଦ ଗୌଡା ଖୁବଶୀଘ୍ର ବିଜେପିକୁ ବାଏ ବାଏ କରିପାରନ୍ତି

କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସଦାନନ୍ଦ ଗୌଡା ଖୁବଶୀଘ୍ର ବିଜେପିକୁ ବାଏ ବାଏ କରିପାରନ୍ତି । ମିଳିଥିବା ସୂଚନା ମୁତାବକ ସଦାନନ୍ଦ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି ।

ଏନେଇ କଂଗ୍ରେସ ପକ୍ଷରୁ ସଦାନନ୍ଦଙ୍କ ସହ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ସଦାନନ୍ଦଙ୍କୁ ଉତ୍ତର ବାଙ୍ଗାଲୋର କିମ୍ବା ମହୀଶୂର ଆସନରୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com