ଜାତୀୟ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟୀର ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗଛି

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟୀର ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବଡ଼ ଝଟକା ଲାଗଛି । ରାମପୁରର ଏମପି-ଏମଏଲଏ କୋର୍ଟ ତାଙ୍କୁ ଡୁଙ୍ଗୁରପୁର ମାମଲାରେ ସାତ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି।

ରାମପୁରର ଡୁଙ୍ଗରପୁରରେ ଘର ଭାଙ୍ଗିବାର ଚର୍ଚ୍ଚିତ ମାମଲାରେ ପୂର୍ବତନ ମନ୍ତ୍ରୀ ମହମ୍ମଦ ଆଜମ ଖାନଙ୍କୁ ଧାରା ୪୫୨ ଅନୁଯାୟୀ, ୭ ବର୍ଷ ଜେଲଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com