ଜାତୀୟ

ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରିପାରିବେ

ଏବେ ଆପଣମାନେ ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରିପାରିବେ ଏବଂ ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟର ଆବଶ୍ୟକତା ପଡିପାରେ । ରେଳ ନିୟମ ଅନୁସାରେ ଯଦି ଆପଣ ଟ୍ରେନରେ ଆଗୁଆ ରିଜର୍ଭେସନ୍ କରିନାହାନ୍ତି କିନ୍ତୁ ଆପଣଙ୍କୁ ଟ୍ରେନରେ ଯିବାକୁ ଅଛି ତାହାଲେ ପ୍ଲାଟଫର୍ମ ଟିକେଟ ନେଇକି ବି ଆପଣମାନେ ଟ୍ରେନରେ ଚଢିପାରିବେ ।

ପରେ ଟିଟି ଠାରୁ ନୂଆ ଟିକେଟ ନେଇପାରିବେ । ଏହି ସବୁ ନିୟମ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com