ଜାତୀୟ

ଭାରତ କିଣିବ ଅତ୍ୟାଧୁନିକ ଡ୍ରୋନ

ଭାରତ କିଣିବ ଅତ୍ୟାଧୁନିକ ଡ୍ରୋନ । ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ କିଣିବାକୁ ହୋଇଥିବା ଚୁକ୍ତିକୁ ଆମେରିକା ଅନୁମତି ଦେଇଛି । ଏଥିପାଇଁ ପାଖାପାଖି ୪ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ଚୁକ୍ତି ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡ୍ରୋନ । ଉଚ୍ଚ ପାହାଡ଼ ଉପରେ ଏବଂ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବ ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ ।

Related Articles

Back to top button
WP Twitter Auto Publish Powered By : XYZScripts.com