କ୍ରୀଡ଼ା

ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍‌ବଲରଙ୍କୁ ଗିରଫ କରାଯାଇଛି

ବଳାତ୍କାର ଅଭିଯୋଗରେ ଆର୍ଜେଣ୍ଟିନାର ୪ ଜଣ କ୍ଲବ ଫୁଟ୍‌ବଲରଙ୍କୁ ଗିରଫ କରାଯାଇଛି। ଭେଲେଜ ସାର୍ସଫିଲ୍ଡ କ୍ଲବର ୪ ଜଣ ଖେଳାଳିଙ୍କ ନାମରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ।

ଏହି ଖେଳାଳିମାନଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ମାର୍ଚ୍ଚ ୮ ତାରିଖରେ କ୍ଲବ ପକ୍ଷରୁ ଗୋଲକିପର ସେବାଷ୍ଟିଆନ୍‌ ସୋସା, ଡିଫେଣ୍ଡର ବ୍ରାୟାନ କଫ୍ରେ, ଜୋଶ ଇଗ୍ନାସିଓ ଫ୍ଲୋରେଣ୍ଟିନ ଓ ଆବିଏଲ ଓସୋରିଓଙ୍କୁ ବାସନ୍ଦ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com