ଅନ୍ତର୍ଜାତୀୟ
ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନୀ ଶରଣାର୍ଥୀ ମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ
ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନୀ ଶରଣାର୍ଥୀ ମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ବେଆଇନ ଆଫଗାନିସ୍ତାନ ପ୍ରବାସୀମାନଙ୍କ ରହୁଥିବା ସ୍ଥାନ ସବୁକୁ ଚିହ୍ନଟ କରାଯାଉଛି ।
ରମଜାନ ଶେଷ ହେବା ମାତ୍ରେ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଦେବାକୁ ଯାଉଛି ପାକିସ୍ତାନ। ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ପାକିସ୍ତାନ ଆସନ୍ତା ମାସରେ ନୂତନ ଉଦ୍ୟମ ଆରମ୍ଭ କରିବ ବୋଲି ଜଣାପଡିଛି ।