କ୍ରୀଡ଼ା

କ୍ଲବ୍‌ ସଭାପତି ମ୍ୟାଚ୍‌ ପରିଚାଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ

ତୁର୍କିରେ ଏକ ଘରୋଇ ଫୁଟ୍‌ବଲ୍‌ ଲିଗ୍‌ ଚାଲୁଥିବା ସମୟରେ ଜଣେ କ୍ଲବ୍‌ ସଭାପତି ମ୍ୟାଚ୍‌ ପରିଚାଳନା କରୁଥିବା ରେଫରିଙ୍କୁ ମୁଥ ମାରି ଗିରଫ ହୋଇଛନ୍ତି। ତୁର୍କି ଫୁଟ୍‌ବଲ୍‌ ଫେଡେରେସନ୍‌ (ଟିଏଫ୍‌ଏଫ୍‌) ଆନୁକୂଲ୍ୟରେ ସୁପର ଲିଗ୍‌ ମ୍ୟାଚ୍‌ ଆୟୋଜନ ହେଉଥିବା ସମୟରେ ଏହି ଘଟଣା ଘଟିଥିଲା।

ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଅଙ୍କରାଗୁକୁ ସଭାପତି ରେଫରିଙ୍କୁ ମୁଥ ମାରି ଆକ୍ରମଣ କରିଥିଲେ। ରେଫରି ଜଣକ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କୁ ଆକ୍ରମଣ କରିବା ବନ୍ଦ କରି ନଥିଲେ। ହେଲେ ମାମଲା ଏତିକିରେ ଥମି ନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com