Featuredଓଡ଼ିଶା

ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କ ପରଲୋକ

ଯାଜପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କର ମୃତ୍ୟୁ । ଆଜି ସକାଳେ ଖରସ୍ରୋତା ନଦୀ ବ୍ରିଜ ଦେଇ ମୋଟରସାଇକେଲରେ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇୱା ଅର୍ଜ୍ଜୁନଙ୍କୁ ଧକ୍କା ଦେଇଥିଲା । । ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ହେଉଛନ୍ତି ଅର୍ଜ୍ଜୁନ ଚରଣ ଦାସ । ଅର୍ଜ୍ଜୁନ ୧୯୯୫ ରୁ ୨୦୦୦ ମଧ୍ୟରେ ବିଞ୍ଜାରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟକ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com