ମନୋରଞ୍ଜନ

ନିକଟରେ ସୁପରଷ୍ଟାର ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ରିଆଲିଟି ସୋ’ ‘ଡ୍ୟାନ୍ସ ଦିଓ୍ବାନେ ୪’ର ସେଟରେ ପହଞ୍ଚିଥିଲେ

ନିକଟରେ ସୁପରଷ୍ଟାର ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନୀତାଙ୍କ ସହ ରିଆଲିଟି ସୋ’ ‘ଡ୍ୟାନ୍ସ ଦିଓ୍ବାନେ ୪’ର ସେଟରେ ପହଞ୍ଚିଥିଲେ।ଏହି ସୋ’ର ଆଗାମୀ ଅଧ୍ୟାୟରେ ଗୋବିନ୍ଦା ଧର୍ମପତ୍ନୀ ସୁନୀତାଙ୍କୁ ପୁଣିଥରେ ମଞ୍ଚ ଉପରେ ବିବାହ କରୁଥିବା ଦେଖିବାକୁ ମିଳିବ।

ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com