ଶିକ୍ଷା

ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ

ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ। ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଛୋଟ ପୋଷାକ। ବୁର୍ଲା ଭିସୁଟ କୁଳପତି ଭିସୁଟ ଛାତ୍ରଛାତ୍ରୀଙ୍କ ଲାଗି ଏହି କଡା ନୋଟିସ ଜାରି କରିଛନ୍ତି।

ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟକ୍ରମ ରହିଛି। ସାଂସ୍କୃତିକ କାର୍ୟକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com