ସ୍ୱାସ୍ଥ୍ୟ

ଘୁଷୁରିର କିଡନୀକୁ ମାନବ ଶରୀରରେ ପ୍ରତିରୋପଣ କରାଯାଇଛି

ଘୁଷୁରିର କିଡନୀକୁ ମାନବ ଶରୀରରେ ପ୍ରତିରୋପଣ କରାଯାଇଛି। ସୂଚନା ଅନୁସାରେ, ବୋଷ୍ଟରନ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଡାକ୍ତରମାନେ ଏହି କମାଲ କରି ଦେଖାଇଛନ୍ତି।

୬୨ବର୍ଷୀୟ ଜଣେ ବୃଦ୍ଧ ରିଚାର୍ଡ ସ୍ଲାଏମାନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। କିଡନୀ ଟ୍ରାନ୍ସପ୍ଲାଣ୍ଟ ଖୁବ ଜରୁରୀ ଥିଲା। ତେବେ ଡାକ୍ତରମାନେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର କିଡନୀ ଆଣି ସଫଳ ପ୍ରତିରୋପଣ କରିଥିବା ଜଣାପଡିଛି।

Related Articles

Back to top button