ଓଡ଼ିଶା

୨୦୨୪ ନିର୍ବାଚନ ମତଦାନ ପୂର୍ବରୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି

୨୦୨୪ ନିର୍ବାଚନ ମତଦାନ ପୂର୍ବରୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ବିଜେଡି ବର୍ତ୍ତମାନର ବିଧାୟିକା ପଦ୍ମିନୀ ଦିଆନ୍‌ଙ୍କ ବଦଳରେ ନୂଆ ମୁହଁକୁ ଟିକେଟ୍ ଦେବା ଆପାତତଃ ସ୍ଥିର ହୋଇଛି।

ସେହିପରି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ଅନାମ ଦିଆନ୍ କଂଗ୍ରେସ ନେତୃତ୍ବ ସମ୍ଭାଳି ଟିକେଟ୍ ପାଇଁ ଦାବିଦାର ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com