କ୍ରୀଡ଼ା

କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି

କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି।

ଧୋନି ଆନୁଷ୍ଠାନିକ ଭାବେ ଅଗଷ୍ଟ ୧୫, ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ କିନ୍ତୁ ଆଇପିଏଲରେ ତାଙ୍କର ଯୋଗଦାନ ଅକ୍ଷୁର୍ଣ୍ଣ ରହିଥିଲା। ଚଳିତ ସିଜିନ ଧୋନୀଙ୍କ ପାଇଁ ଶେଷ ହୋଇପାରେ ବୋଲି ଆକଳନ କରାଯାଉଛି।

Related Articles

Back to top button