ଜାତୀୟ

ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ମ୍ୟାକ୍ସିକୋର ଉଦ୍ୟୋଗୀ ଗ୍ରେସିୟା ମୁନୋଜଙ୍କୁ ବିବାହ କରିଛନ୍ତି

ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ମ୍ୟାକ୍ସିକୋର ଉଦ୍ୟୋଗୀ ଗ୍ରେସିୟା ମୁନୋଜଙ୍କୁ ବିବାହ କରିଛନ୍ତି । ନାମ ପ୍ରକାଶ ନ କରିବାକୁ ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ବିବାହ ଏକ ମାସ ପୂର୍ବରୁ ହୋଇଛି ।

ମେକ୍ସିକୋରେ ଜନ୍ମ ହୋଇଥିବା ମୁନୋଜ ଜଣେ ପୂର୍ବତନ ମଡେଲ ଯିଏ ବର୍ତ୍ତମାନ ନିଜର ଷ୍ଟାର୍ଟଅପ ଉପରେ କାମ କରୁଛନ୍ତି । ମୁନୋଜ ଲକ୍‌ଜରୀ ପ୍ରଡକ୍ଟର ବାଣିଜ୍ୟ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com