ଜାତୀୟରାଜନୀତି

ନିର୍ବାଚନ ପୂର୍ବରୁ ଆସାମରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲର ନେତା ନୋଟ ଗଦାରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି

ନିର୍ବାଚନ ପୂର୍ବରୁ ଆସାମରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲର ନେତା ନୋଟ ଗଦାରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି। ନୋଟ୍ ଉପରେ ଶୋଇଥିବା ନେତାଙ୍କ ନାମ ହେଉଛି ବେଞ୍ଜାମିନ୍ ବାସୁମତାରି । ସେ ୟୁପିପିଏଲ୍‌ର ଗ୍ରାମ ପରିଷଦ ବିକାଶ କମିଟିର ସଦସ୍ୟ ରହି ସାରିଛନ୍ତି। ଆସାମରେ ବିଜେପି ସହିତ ୟୁପିପିଏଲ୍‌ର ଏକ ମେଣ୍ଟ କରିଛି।

Related Articles

Back to top button