ଜାତୀୟ

ବିହାରରେ ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା ହୋଇଛି

ବିହାରରେ ଇଣ୍ଡିଆ ମେଣ୍ଟର ଆସନ ଭାଗବଣ୍ଟା ହୋଇଛି। ୪୦ଟି ଲୋକସଭା ଆସନରୁ ୨୬ଟି ଆସନରେ ଆରଜେଡି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ କଂଗ୍ରେସ ୯ ଏବଂ ବାମପନ୍ଥୀ ଦଳକୁ ପାଞ୍ଚଟି ଆସନ ବଣ୍ଟନ କରାଯାଇଛି।

ବାକି ୨୬ ଟି ଆସନରେ ଆରଜେଡି ପ୍ରାର୍ଥୀ ଦେବ ବୋଲି ବୁଝାମଣା ହୋଇଛି। ବିହାରର ୪୦ଟି ଆସନ ପାଇଁ ଲୋକସଭା ନିର୍ବାଚନ ଏପ୍ରିଲ ୧୯, ୨୬, ମେ ୭, ୧୩, ୨୦, ୨୫ ଏବଂ ଜୁନ୍ ୧ରେ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com