ଅନ୍ତର୍ଜାତୀୟ

ଫିଲିପାଇନ୍ସ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦ ଭିତରେ ଚୀନକୁ ଧମକ ଦେଇଛି ଫିଲିପାଇନ୍ସ

ଫିଲିପାଇନ୍ସ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦ ଭିତରେ ଚୀନକୁ ଧମକ ଦେଇଛି ଫିଲିପାଇନ୍ସ । ଫିଲିପାଇନ୍ସ କହିଛି କି ଯଦି ଚୀନ ଆମକୁ ଭୟଭିତ କରିବାକୁ ଚେଷ୍ଟା କରେ ତେବେ ଫଳାଫଳ ଭୟାନକ ହେବ।

ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଏଭଳି କହିଛନ୍ତି । ସେ ତାଙ୍କ ସୋସିଆଲ ମିଡଆ ଆକାଉଣ୍ଟରେ ଲେଖିଛନ୍ତି କି, ଯେଉଁଦେଶମାନେ ଆମକୁ ଧମକ ଦେଇ ଚୁପ୍ ମଧ୍ୟ କରାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆମେ କଠୋର ଆଭିମୁଖ୍ୟ ଗ୍ରହଣ କରିବୁ ।

Related Articles

Back to top button
WP Twitter Auto Publish Powered By : XYZScripts.com