ଜାତୀୟ

ପଞ୍ଜାବର ଜନତାଙ୍କ ପାଇଁ ଆସିଲା ବଡ ଖୁସି ଖବର

ପଞ୍ଜାବର ଜନତାଙ୍କ ପାଇଁ ଆସିଲା ବଡ ଖୁସି ଖବର । ଭଗବନ୍ତ ମାନ ସରକାର ଜନତାଙ୍କୁ ବଡ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟରେ ୨ଟି ଟୋଲ୍ ପ୍ଲାଜାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିରେ ସ୍ଥାନୀୟ ଲୋକଙ୍କ ସହ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବି ଫାଇଦା ମିଳିବ । ଏବେ ଗାଡି ଚାଳକ ବିନା ଶୁଳ୍କରେ ଏହି ରୁଟ୍‌ରେ ଯାତାୟତ କରିପାରିବ । ଲୁଧିଆନା-ବରନାଲା ରାଜ୍ୟ ରାଜମାର୍ଗ ଥିବା ୨ ଟୋଲ୍ ପ୍ଲାଜାକୁ ଏପ୍ରିଲ ୨ ତାରିଖରେ ବନ୍ଦ କରି ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com