ଜାତୀୟ
ମନ୍ତ୍ରୀ ପୁଅଙ୍କ ଦାଦାଗିରି। ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାରିଲେ ମାଡ
ମନ୍ତ୍ରୀ ପୁଅଙ୍କ ଦାଦାଗିରି। ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ମାରିଲେ ମାଡ। କେବଳ ସେତିକି ନୁହେଁ ସାମ୍ବାଦିକଙ୍କ ସମେତ ୪ ଜଣଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ନାଲି ଆଖି ଦେଖାଇଛନ୍ତି ମନ୍ତ୍ରୀ। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଥାନରେ ପହଞ୍ଚିଯାଇଛନ୍ତି।