ଓଡ଼ିଶା

କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଯକୃତ ପ୍ରତିରୋପଣ ନେଇ ହାଇଦ୍ରାବାଦର ଏଆଇଜି ସହଯୋଗରେ ଆରମ୍ଭ ହୋଇଛି

କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଯକୃତ ପ୍ରତିରୋପଣ ନେଇ ହାଇଦ୍ରାବାଦର ଏଆଇଜି ସହଯୋଗରେ ଆରମ୍ଭ ହୋଇଛି।

ଏନେଇ ୫ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଯକୃତ ପ୍ରତିରୋପଣ ପାଇଁ ୩ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି। ସେଥିମଧ୍ୟରୁ ପ୍ରଥମ ବ୍ୟକ୍ତି ଭାବେ ଜଣେ ପୁରୁଷଙ୍କ ଯକୃତ ପ୍ରତିରୋପଣ ନେଇ ପ୍ରସ୍ତୁତି ବୁଧବାର ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com