ରାଜନୀତି
ରାଷ୍ଟ୍ରୀୟ ଶୋଷିତ ସମାଜବାଦୀ ପାର୍ଟି ମୁଖ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
![](https://i0.wp.com/odia.mobilenews24x7.com/wp-content/uploads/2024/04/swami-prasad-maurya-314048-16x9-1.webp?resize=689%2C388&ssl=1)
ରାଷ୍ଟ୍ରୀୟ ଶୋଷିତ ସମାଜବାଦୀ ପାର୍ଟି ମୁଖ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ କନ୍ୟା ସଂଘମିତ୍ରା ମୌର୍ଯ୍ୟଙ୍କ ସମେତ ୫ଜଣଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରାଯାଇଛି ।
ଠକେଇ, ମାରପିଟ ଓ ହତ୍ୟା ଧମକ ମାମଲାରେ ଲକ୍ଷ୍ନୌ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । କୋର୍ଟ ସଂପୃକ୍ତ ମାମଲାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ସଂଘମିତ୍ରା ମୌର୍ଯ. ନୀରଜ ତିୱାରୀ,ସୂର୍ଯ୍ୟ କୁମାର ଶୁକ୍ଳା, ଓ ଋତିକ ସିଂଙ୍କ ନାମରେ ୱାରେଣ୍ଟ ଜାରି କରିଛି ।