ଅନ୍ତର୍ଜାତୀୟ

ତାଇୱାନରେ ଦେଖାଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକ ଆହତ ହେବା ସହିତ ୭୦ ଜଣ ଲୋକ ବିଲଡିଂ ଭିତରେ ଫଶି ରହିଛନ୍ତି

ତାଇୱାନରେ ଦେଖାଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକ ଆହତ ହେବା ସହିତ ୭୦ ଜଣ ଲୋକ ବିଲଡିଂ ଭିତରେ ଫଶି ରହିଛନ୍ତି ।

୨୫ ବର୍ଷରେ ଆସିଥିବା ସବୁଠାରୁ ଭୟଙ୍କର ଭୂକମ୍ପରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଏହା ମଧ୍ୟରେ ତାଇୱାନରୁ ଭାରତ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଭୂକମ୍ପରେ ଦୁଇଜଣ ଭାରତୀୟ ନିଖୋଜ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିବା କୁହାଯାଉଛି ।

Related Articles

Back to top button