ଅନ୍ତର୍ଜାତୀୟ

ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି

ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି। ୱାଶିଂଟନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ହ୍ବାଇଟହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ଜାତି, ଲିଙ୍ଗ, ଧର୍ମ କିମ୍ବା ଅନ୍ୟ କୌଣସି କାରଣରୁ ଆମେରିକାରେ ହିଂସା କରାଯାଇପାରିବ ନାହିଁ। ଏହା ଆମ ପାଇଁ ଗ୍ରହଣୀୟ ନୁହେଁ।

ଏହି ଆକ୍ରମଣ ବିରୋଧରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସମଗ୍ର ପ୍ରଶାସନ ସତର୍କ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com