ଅନ୍ତର୍ଜାତୀୟ

ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ କରିଛନ୍ତି

ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ କରିଛନ୍ତି । ଏତେ ତାପମାତ୍ରା ଆଜି ପର୍ଯ୍ୟନ୍ତ କୌଣସି ଦେଶ ସୃଷ୍ଟି କରିବାରେ ସଫଳ ହୋଇପାରିନଥିଲେ ।

ଏହି ତାପମାତ୍ରା କୃତ୍ରିମ ରୂପେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ବାରା ସୃଷ୍ଟି କରାଯାଇଛି । ଦକ୍ଷିଣକୋରିଆ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଆଗାମୀ ଦିନରେ ଶକ୍ତି ଉତ୍ପନ୍ନ ଦିଗରେ ଏହା ଲାଭଦାୟକ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com