ଜାତୀୟଶିକ୍ଷା

ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି

ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟରକୁ ବଦଳା ଯାଇଛି ।

ଏହି ପରିବର୍ତ୍ତନ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରୁ ଲାଗୁ ହେବ । ଏନେଇ ଏନସିଇଆରଟି ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ସୂଚନା ଜାରି କରାଯାଇଛି । ଏନସିଇଆରଟି ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଇତିହାସର ‘ହରପ୍ପା ସଭ୍ୟତାର ଉତ୍ପତ୍ତି ଓ ପତ୍ତନ’ ଚାପ୍ଟର ପରିବର୍ତ୍ତନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com