ଅନ୍ତର୍ଜାତୀୟ

ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି

ଫ୍ରାନ୍ସରେ ଭାରତୀୟଙ୍କୁ ନେଇଯାଉଥିବା ବିମାନକୁ ପୁଣି ଉଡାଣ ଭରିବାକୁ ଅନୁମତି ମିଳିଛି। ଫ୍ରାନ୍ସର ବେଣ୍ଟ୍ରି ବିମାନବନ୍ଦରରେରେ ମଣିଷ ଚାଲାଣର ଅଭିଯୋଗରେ ଅଟକ ରହିଥିବା ବିମାନକୁ ଶେଷରେ ଉଡାଣ ପାଇଁ ଅନୁମତି ଦିଆଯାଇଛି ।

ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଥିବା ଜଣାପଡିଥିଲା। ଫ୍ରାନ୍ସରେ ରୋକା ଯାଇଥିବା ବିମାନଟିର ନାଁ ଥିଲା ଲିଜେଣ୍ଡ ଏୟାରଲାଇନ୍ସ।

Related Articles

Back to top button