ଓଡ଼ିଶା

ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର

ରାଜ୍ୟରେ ଦ୍ରୁତ ଗତିରେ ବଢିଛି ସୁନା ଏବଂ ରୂପା ଦର । ଭୁବନେଶ୍ୱରରେ ୨୪ ଗ୍ରାମ ସୁନା ୧୦ ଗ୍ରାମ ପିଛା ୧୨୦୦ ଟଙ୍କା ବଢିଛି ଏବଂ ରୂପା ମୂଲ୍ୟ ସର୍ବାଧିକ ୨୦୦୦ ଟଙ୍କା ବଢିଛି ।

ତେବେ ୧୨ ଶହ ଟଙ୍କା ସୁନା ମୂଲ୍ୟ ବଢି ୭୧ ହଜାର ୨୨୪ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା ରହିଛି । ସୁନା ବ୍ୟତୀତ ରୂପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାରରେ ପହଁଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com