ଅନ୍ତର୍ଜାତୀୟ

ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକର ବଦଲା ନେବାକୁ ଇରାନର ପ୍ରସ୍ତୁତି ଆରମ୍ଭ କରି ଦେଇଛି

ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକର ବଦଲା ନେବାକୁ ଇରାନର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା।

ଏଥିରେ ଦୁଇ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିଛି। ଏଥିପାଇଁ ଇରାନ ପକ୍ଷରୁ ଇସ୍ରାଏଲର ସହଯୋଗୀ ଆମେରିକାକୁ ପୂରା ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com