କ୍ରୀଡ଼ା
କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କାହିଁରେ କେତେ

କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କାହିଁରେ କେତେ। ଆଇପିଏଲ୍ର ଚଳିତ ସିଜନରେ ମଧ୍ୟ ତାର ଝଲକ ଦେଖିବାକୁ ମିଳୁଛି। ଏପ୍ରିଲ ୫ରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ମଧ୍ୟ ସେଭଳି ଘଟଣା ଘଟିଛି।
ମୁକାବିଲା ଆରମ୍ଭ ହେବା ପୂର୍ବରୁ ଧୋନୀଙ୍କ ପ୍ରଶଂସକମାନେ ଷ୍ଟାଡିୟମରେ ପ୍ରବେଶ କରିବାକୁ ବ୍ୟାରିକେଡ ଭାଙ୍ଗି ଦେଇଥିଲେ।




