ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ ।

ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ସମାଲୋଚନା କରିଛି ଆରଜେଡି ।

Related Articles

Back to top button
WP Twitter Auto Publish Powered By : XYZScripts.com