ଜାତୀୟ

କମ୍ ଦାମରେ ଦେବେ କ୍ୱାଲିଟି ମଦ

ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ । କମ୍ ଦାମରେ ଦେବେ କ୍ୱାଲିଟି ମଦ । ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଏପରି ସେବା ଯୋଗାଇବ ବୋଲି କୁପମରେ ନିର୍ବାଚନୀ ରାଲିରେ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ଏହି ଆସନରୁ ଚନ୍ଦ୍ରବାବୁ ପ୍ରାର୍ଥୀ ହୋଇଛନ୍ତି। ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଂକାରୁ ୨୦୦ ଟଂକା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com