ଅନ୍ତର୍ଜାତୀୟ

୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି

ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି।

ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ମୂଳ ଲିଓ ଭାରାଦକର ଆୟର୍ଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com