ଅନ୍ତର୍ଜାତୀୟ

ତାଇବାନରେ ଭୂମିକମ୍ପ ସମୟରେ ୫୦ ଜଣ ଯାତ୍ରୀବାହୀ ବସ୍ ଏପର୍ଯ୍ୟନ୍ତ ନିଖୋଜ ଅଛି

ତାଇବାନରେ ଭୂମିକମ୍ପ ସମୟରେ ୫୦ ଜଣ ଯାତ୍ରୀବାହୀ ବସ୍ ଏପର୍ଯ୍ୟନ୍ତ ନିଖୋଜ ଅଛି । ଏ ନେଇ କାହାକୁ କୌଣସି ସୂଚନା ନାହିଁ । ଏଥିରେ ତାଇବାନର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତାଇବାନ ଅଧିକାରୀମାନେ କହିଛନ୍ତି ଯେ, ଶକ୍ତିଶାଳୀ ଭୂମିକମ୍ପ କାରଣରୁ ଫୋନ ନେଟୱାର୍କ ଅକାମୀ ହୋଇଯିବାରୁ ମିନି ବସରେ ୫୦ ଜଣ ଯାତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନି । ସେଥିପାଇଁ ବଡ଼ ଚିନ୍ତା ରହିଛି । ସେହି ଲୋକେ କେଉଁଠି ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଚିନ୍ତାର କାରଣ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com