ଅନ୍ତର୍ଜାତୀୟ

ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ

ହମାସ କବଳରେ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୪୦ ମୃତ। ପଣବନ୍ଦୀଙ୍କ ମୁକ୍ତି ଲାଗି ଆମେରିକା ସମେତ ବିଭିନ୍ମ ମହଲରୁ ଉଦ୍ୟମ ଜାରି ରହିଥିବାବେଳେ ହମାସର ଏହି ସୂଚନା ପରିସ୍ଥିତିକୁ ଅଧିକ ଜଟିଳ କରିବା ଆଶଙ୍କା ରହିଛି।

ଗତ ଅକ୍ଟୋବର ୭ରେ ଇସ୍ରାଏଲରୁ ହମାସ ୨୫୩ପଣବନ୍ଦୀଙ୍କୁ ନେଇଯାଇଥିଲେ । କିଛି ପଣବନ୍ଦୀଙ୍କୁ ମୁକ୍ତି ଦିଆଯିବାପରେ ଅବଶିଷ୍ଟ ୧୩୩ଜଣ ପଣବନ୍ଦୀ ହମାସ କବଳରେ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com