ଜାତୀୟ

ହିମାଳୟ ପାର୍ବତ୍ୟାଞ୍ଚଳରେ ଉତ୍ତରାଖଣ୍ଡ ରାଜ୍ୟରେ ଥିବା ହିନ୍ଦୁଙ୍କ ତିନି ପ୍ରସିଦ୍ଧ ଧର୍ମପୀଠ ଶୀତ ଋତୁରେ ବନ୍ଦ

ହିମାଳୟ ପାର୍ବତ୍ୟାଞ୍ଚଳରେ ଉତ୍ତରାଖଣ୍ଡ ରାଜ୍ୟରେ ଥିବା ହିନ୍ଦୁଙ୍କ ତିନି ପ୍ରସିଦ୍ଧ ଧର୍ମପୀଠ ଶୀତ ଋତୁରେ ବନ୍ଦ ରହିଥିବା ବେଳେ କେଦାରନାଥ ଧାମ ମଇ ୧୦ ସକାଳ ୭ଟାରେ , ବଦ୍ରିନାଥ ଧାମ ୧୨ ତାରିଖ ସକାଳ ୬ଟାରେ ଓ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ।

ପ୍ରତିବର୍ଷ ପାଣିପାଗକୁ ନେଇ ଏପ୍ରିଲ/ମେ’ରୁ ନଭେମ୍ବର/ଡିସେମ୍ବର ମଧ୍ୟରେ ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରାରେ ବାହାରି ଏହି ଧର୍ମପୀଠଗୁଡ଼ିକରେ ଦେବ ଦର୍ଶନ ଓ ପୂଜାପାଠ କରିଥାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com